ମୟୂରଭଞ୍ଜରେ ୨୩ ଦିନରେ ୩୧ ମୁଣ୍ଡ ନେଲାଣି କରୋନା

ଆଜି ଜିଲ୍ଲାରୁ ୧୮୦ ଆକ୍ରାନ୍ତ ଚିହ୍ନଟ, ଦୁଇ ମୃତ ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଚଳିତ ମାସର ୨୩ ଦିନରେ ୩୧ ଜଣଙ୍କର ମୁଣ୍ଡ ନେଲାଣି ମହାମାରୀ କରୋନା। ଆଜି ମଧ୍ୟ କରୋନାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ଜଣେ ୪୭ ବର୍ଷ ପୁରୁଷ ଓ ଅନ୍ୟ ଜଣେ ୫୫ ବର୍ଷିୟା ମହିଳା ରହିଛନ୍ତି। ଏହି ସମୟରେ ଆଜି ଓଡ଼ିଶାରୁ ଚିହ୍ନଟ ହୋଇଥିବା ୩,୪୫୬ କରୋନା ପଜିଟିଭ କେଶ … Continue reading ମୟୂରଭଞ୍ଜରେ ୨୩ ଦିନରେ ୩୧ ମୁଣ୍ଡ ନେଲାଣି କରୋନା